ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ।

କୋଦଳା,୨୫/୧୧(ପିପିଟି): ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ଅଧ୍ୟକ୍ଷ ଡଃ ଦତ୍ତାରାମ ବିଶୋୟୀଙ୍କ ତତ୍ତ୍ବାବଧାନରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ପ୍ରାକ୍ତନ ସମ୍ପାଦକ…
Read More...

୧୫ନଂ ୱାର୍ଡ ଅଚାନକ ପରିଦର୍ଶନ କଲେ ଅର୍ଥମନ୍ତ୍ରୀ ।

ଭଞ୍ଜନଗର, ୨୫/୧୧(ପିପିଟି):ଶନିବାର ସକାଳେ ଅଚାନକ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ନଂ ୱାର୍ଡର ସ୍ଥିତି ଅନୁଧ୍ୟାନ କରିବା ପାଇଁ ସେଠାରେ ପହଞ୍ଚିଥିଲେ। ଏହି…
Read More...

ବର୍ତ୍ତିନୀ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ।

ପୋଲସରା , ୨୫/୧୧(ପିପିଟି): ବର୍ତ୍ତିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଅଧ୍ୟକ୍ଷ ସଚ୍ଚିନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ବ ଏବଂ କାର୍ଯ୍ୟକ୍ରମ ନୋଡାଲ…
Read More...

ହନ୍ତାଳଗୁଡା ଘାଟିରେ ଟିପ୍ପର ଗାଡ଼ିର ବ୍ରେକ୍ ଫେଲ୍ ,୬ଶ୍ରମିକ ମୃତ ୫ ଆହତ ।

ମାାଲକାନଗିରି ,୨୫/୧୧(ପିପିଟି):ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ଆଜି ସକାଳେ ଏକ ଟିପ୍ପର ଗାଡିରେ ସିମେଣ୍ଟ ଓ ଲୁହା ରଡ଼ ବୋଝେଇ କରି ଯାଉଥିବା ବେଳେ ଗାଡିର ବ୍ରେକ୍ ଅଚାନକ ଫେଲ୍ ହେବା ଯୋଗୁଁ…
Read More...

ଦୁର୍ଘଟଣା ରୋକିବାକୁ ଏସ୍ପିଙ୍କ ନିଆରା ପ୍ରୟାସ ।

ଭଞ୍ଜନଗର, ୨୪/୧୧(ପିପିଟି): ସର୍ଭେ ରିପୋର୍ଟ ଅନୁସାରେ ଅନ୍ୟ ଜିଲ୍ଲା ଅପେକ୍ଷା ଗଞ୍ଜାମ ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ଅଧିକ ଥିବା ଜଣାପଡିଛି।ବେପରୁଆ ଗାଡ଼ି ଚାଳନା, ମଦ୍ୟପାନ, ଟ୍ରାଫିକ ନିୟମ ଅମାନ୍ୟ କାରଣରୁ ବହୁ ଦୁର୍ଘଟଣା…
Read More...

କୋଶଲି ଟେଲିଫିଲ୍ମ ‘ଛାଡଖାଇ କୁନୁଆ’ ର ଶୁଭମୁକ୍ତି ।

ଉଲୁଣ୍ଡା  ,୨୪/୧୧(ପିପିଟି): ମନୋଜ କ୍ରିଏସନ୍ ତରଫରୁ କୋଶଲି ଟେଲି ଫିଲ୍ମ" ଛାଡଖାଇ କୁନୁଆ" ର ଶୁଭମୁକ୍ତି ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ସମେତ ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଏହାର ସୁଟିଂ ହୋଇଥିବାବେଳେ ଏ…
Read More...

ମାଲ୍ୟବନ୍ତ ମହୋତ୍ସବ-୨୦୨୩ ପୋଷ୍ଟର ଓ ସଂଗୀତ ଉନ୍ମୋଚନ ।

ମାଲକାନଗିରି, ୨୪/୧୧(ପିପିଟି): ମାଲ୍ୟବନ୍ତ ମହୋତ୍ସବ-୨୦୨୩ର ପୋଷ୍ଟର ଓ ସଂଗୀତ ସ୍ଥାନୀୟ ସଂସ୍କୃତି ଭବନଠାରେ ଉନ୍ମୋଚନ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ବିଶାଲ ସିଂ, ବିଧାୟକ ଚିତ୍ରକୋଣ୍ଡା,…
Read More...

ରାଜ୍ୟ ସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଏହେସାସ ତାଇକଣ୍ଡୋ ଏକାଡେମୀକୁ ୧୬ ପଦକ ।

ଉଲୁଣ୍ଡା ,୨୪/୧୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ର ଏହେସାସ ତାଇକଣ୍ଡୋ ଏକାଡେମୀ ରାଜ୍ୟ ସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତା ରେ ସଫଳତା ହାସଲ କରିଛି। ଉକ୍ତ ପ୍ରତିଯୋଗିତାରେ ଏକାଡେମୀକର ଖେଳାଳୀଙ୍କୁ ୧୬ ଗୋଟି…
Read More...

ଉଲୁଣ୍ଡାରେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ।

ଉଲୁଣ୍ଡା ,୨୪/୧୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନିୟନ୍ତ୍ରିତ ବଜାର କମିଟି ହଲରେ ଉଦ୍ୟାନ କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।…
Read More...

ପ୍ରେମିକର ଚାପରେ ପ୍ରେମିକାର ଆତ୍ମହତ୍ୟା ।

ବେଲଗୁଣ୍ଠା,୨୪/୧୧(ପିପିଟି):ବିଭିନ୍ନ ସମୟରେ ଜଣେ ବିବାହିତା ମହିଳା ଯେ କୌଣସି କାରଣରୁ ମଧ୍ୟ ଅସ୍ୱାଭାବିକ ମୃତ୍ୟୁ ବରଣ କଲେ ଏହାର ଦୋଷ ଲଦି ଦିଆଯାଇଥାଏ ସ୍ୱାମୀ ଏବଂ ତାର ପରିବାର ଲୋକଙ୍କ ଉପରେ । ଉପଯୁକ୍ତ ତଦନ୍ତ ବିନା ମୃତ…
Read More...