କଳିଙ୍ଗା ଘାଟି ଦୁର୍ଘଟଣାରେ ଜଣେ ଆହତ ।

ଭଞ୍ଜନଗର, ୨୯/୦୯(ପିପିଟି):ଭଞ୍ଜନଗର ଥାନା ଅଧୀନ କଳିଙ୍ଗା ଘାଟି ପାଦ ଦେଶରେ ଥିବା ଦୁର୍ଗାପ୍ରସାଦ ନିକଟରେ ଆଜି ଅପରାହ୍ନରେ ଦୁଇଟି ମାଲବାହୀ ଟ୍ରକ ଓ ଏକ କାର୍ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ କାର୍ ରେ ବସିଥିବା ଜଣେ ଆହାତ…
Read More...

କ୍ଲିନ୍ ସୋନପୁର ଗ୍ରୀନ୍ ସୋନପୁର ପାଇଁ ସଙ୍କଳ୍ପ ନେଲେ ବରିଷ୍ଠ ଯୋଗୀ ଓ ନାଗରିକ ।

ସୁବର୍ଣ୍ଣପୁର ,୨୯/୦୯(ପିପିଟି) : ଶ୍ରୀ ଗୋପାଳଜୀ ଯୋଗାଳୟ, ବରିଷ୍ଠ ନାଗରିକ ସଂଘ, ସ୍ଵଚ୍ଛ ଭାରତ ସଂଗଠନ ଏବଂ ବନ ବିଭାଗ ସୁବର୍ଣ୍ଣପୁରର ମିଳିତ ଉଦ୍ୟମରେ ତଥା ସର୍ବ ବରିଷ୍ଠ ୮୫ ବର୍ଷୀୟ ଯୋଗୀ ମୃତ୍ୟୁଞ୍ଜୟ ନାରାୟଣ ଦାସଙ୍କ…
Read More...

ଔଷଧ ନୁହେଁ ଜୀବନ ଶୈଳୀ ଦ୍ବାରା ଡାଇବେଟିସ ରୋଗ କୁ ଦୂରେଇ ହେବ : ଡ଼ା ଧିରଜ ପଣ୍ଡା ।

ସୁବର୍ଣ୍ଣପୁର ,୨୯/୦୯(ପିପିଟି) : ସୁବର୍ଣ୍ଣପୁର ସହର ର ପୌର ପରିଷଦ ସ୍ମାର୍ଟ ପାର୍କ ଠାରେ ସକାଳ ସାତ ଘଣ୍ଟା ସମୟରେ ପତଞ୍ଜଳୀ ଯୋଗ ସମିତି ସୁବର୍ଣ୍ଣପୁର ତରଫରୁ ମଧୁମେହ ରୋଗର ଲକ୍ଷଣ ଓ ନିରାକରଣ ସକାଶେ ବିଶେଷଜ୍ଞ ଡାକ୍ତର…
Read More...

ସ୍ବଚ୍ଛତା ସେବା ଉପଲକ୍ଷେ ବ୍ଲକ୍ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ।

ସୁବର୍ଣ୍ଣପୁର ,୨୯/୦୯(ପିପିଟି) : ସୁବର୍ଣ୍ଣପୁର ନିଉ ଟାଉନ୍ ହଲ୍ ଠାରେ ସ୍ବଚ୍ଛତା ସେବା ୨୦୨୪ ଅବସର ରେ ବ୍ଲକ୍ ସ୍ତରୀୟ ଚିତ୍ରାଙ୍ଗନ ପ୍ରତିଯୋଗୀତା ଅନୁଷ୍ଟିତ ହୋଇ ଯାଇଛି । ସୋନପୁର ବିଡ଼ିଓ ଶ୍ରୀ ସୌମ୍ୟ ରଞ୍ଜନ ସ୍ବାଇଁ ଏହି…
Read More...

ଗଞ୍ଜେଇ ଜବତ ଦୁଇ ଅଭିଯୁକ୍ତ ଗିରଫ ।

ଚନ୍ଦ୍ରପୁର,୨୯/୦୯: ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ କିରମା ଗ୍ରାମ ଛକ ନିକଟରୁ ତିନିଶହ ଚଉସ୍ତରି(୩୭୪) କେଜି ଗଞ୍ଜେଇ ଜବତ କରିଛି ଚନ୍ଦ୍ରପୁର ପୋଲିସ । ଆଜି ପୋଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଁ ଚନ୍ଦ୍ରପୁର ଥାନା…
Read More...

ଅଣଗେଜେଟେଡ୍ ବନ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ;ଆଠଗଡ ସଂଘର କର୍ମକର୍ତ୍ତା ନିର୍ବାଚନ ।

ଆଠଗଡ,୨୯/୦୯: ଅଣଗେଜେଟେଡ୍ ବନ କର୍ମଚାରୀ ସଂଘ, ଆଠଗଡ ବନଖଣ୍ଡ ଶାଖାର ସାଧାରଣ ପରିଷଦ ବୈଠକ ସହ ଏକ ଆଲୋଚନାଚକ୍ର ଓ କର୍ମକର୍ତ୍ତା ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି । ଆଠଗଡର ବନଖଣ୍ଡିସ୍ଥିତ କେନ୍ଦ୍ରୀୟ ନର୍ସରୀ…
Read More...

ବିଶ୍ବ ହୃତପିଣ୍ଡ ଦିବସରେ ସଚେତନତା ।

ଆଠଗଡ,୨୯/୦୯: ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ ଯୋରନ୍ଦା ସେକ୍ଟରର ଗାଁ କଲ୍ଯାଣ ସମିତି ସମୁହ ଆନୁକୂଲ୍ୟରେ ରବିବାର ବିଶ୍ବ ହୃତପିଣ୍ଡ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ବହୁମୁଖୀ ସ୍ଵାସ୍ଥ୍ଯ…
Read More...

ଭୈରବୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ।

ହରଭଙ୍ଗା,୨୯/୦୯:ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ମହୋତ୍ସବ ପଡିଆ ଠାରେ ମାଁ ଭୈରବୀ ସାଂସ୍କୃତିକ ପରିଷଦ ସଭାପତି ଅଶୋକ ଅଗ୍ରୱାଲଙ୍କ ଅଧକ୍ଷତାରେ ରବିବାର ଭୈରବୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି!…
Read More...