କିସିଣ୍ଡା ବନାଞ୍ଚଳ ସ୍ତରୀୟ ବିଶ୍ବ ବନ୍ୟ ପ୍ରାଣୀ ସପ୍ତାହ ।

ନାକଟିଦେଉଳ,୦୫/୧୦: ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ସମ୍ବଲପୁର ଜିଲ୍ଲା ଖଳାଶୁଣି ବନ୍ୟ ପ୍ରାଣୀ ଅଭୟାରଣ୍ୟ ବାମରା ବନ୍ୟପ୍ରାଣୀ ବନଖଣ୍ଡ କିସିଣ୍ଡା ରେଞ୍ଜ ପକ୍ଷରୁ ଶନିବାର ଦିନ…
Read More...

ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ମାନବିକତା ଆଗରେ ହାରିଗଲା ରାଜନୀତି ।

ଯାଜପୁର,୦୫/୧୦(ପିପିଟି): ଇଂ ପ୍ରୀତିରଞ୍ଜନ ଘଡାଇ । ଶ୍ରଦ୍ଧା ନାମ ଡ୍ୟାନି । ପ୍ରୀତିରଞ୍ଜନ ଅପେକ୍ଷା ଡ୍ୟାନି ଭାବେ ସାରା ରାଜ୍ୟରେ ଖୁବ ପରିଚିତ । ରାଜ୍ୟର ବରିଷ୍ଠ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ…
Read More...

ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ।

ଭଞ୍ଜନଗର, ୦୫/୧୦(ପିପିଟି): ଆଜିକାଲି ସମସ୍ତେ ନିଜ ଜନ୍ମଦିନକୁ ଏକ ନିଆରା ଢ଼ଙ୍ଗରେ ପାଳନ କରିବା ସହ ଅଧିକ ସ୍ମରଣୀୟ କରିବା ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।ସେହିପରି ରକ୍ତ ଅଭାବ କୁ ଦୂରୀକରଣ…
Read More...

ବନ୍ଦେ ଭାରତ ଟ୍ରନ ଉପରକୁ ଟେକା ମାଡ଼ ।

ଅମର୍ଦ୍ଦାରୋଡ଼,୦୪/୧୦: ଦକ୍ଷିଣ ପୂର୍ବ ରେଳପଥର ଜଳେଶ୍ବର-ଅମର୍ଦ୍ଦାରୋଡ଼ ରେଳଷ୍ଟେସନ ମଧ୍ୟବର୍ତ୍ତୀ ପାଞ୍ଚବାଟିଆ ରେଳଫାଟକ ନିକଟରେ ପୁରୀ ହାଓ୍ବଡ଼ା ଯାଉଥିବା ପୁରୀ ହାଓ୍ବଡ଼ା ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଟେକା ମାଡ଼ ହୋଇଛି।…
Read More...

ବ୍ରେନ୍ ଟ୍ୟୁମର୍ ଆକ୍ରାନ୍ତ ଛାତ୍ରୀଙ୍କୁ ସରକାରୀ ସହାୟତା ପ୍ରଦାନ ଦାବୀ ।

ବେଲଗୁଣ୍ଠା, ୦୪/୧୦(ପିପିଟି) : ବେଲଗୁଣ୍ଠା ଏନ୍ଏସି ଅନ୍ତର୍ଗତ କୋଳିସାହି ବାସିନ୍ଦା ଭି ବାପି ପାତ୍ରଙ୍କ ଝିଅ ପ୍ରିୟଙ୍କା ପାତ୍ର (15) ଦଶମ ଶ୍ରେଣୀରେ ପାଠ ପଢନ୍ତି I କିଛି ଦିନ ତଳେ ପ୍ରିୟଙ୍କାଙ୍କ ମସ୍ତିଷ୍କ ଯନ୍ତ୍ରଣା…
Read More...

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀରେ ଲକ୍ଷ୍ମୀପୁର ବନ୍ଦ ।

ଲକ୍ଷ୍ମୀପୁର,୦୪/୧୦:ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି, ସମେତ ନବରଙ୍ଗପୁର, ରାୟଗଡା ଓ କୋରାପୁଟ ଜିଲ୍ଲାରେ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବିଶେଷକରି ସି. ଓ ବି.…
Read More...

ଦୁର୍ବୁତ୍ତଙ୍କ ଆକ୍ରମଣରେ କନେଷ୍ଟବଳଙ୍କ ଦୁଇ ଅଙ୍ଗୁଠି ଛିଣ୍ଡିଲା।

ବୁର୍ଲା,୦୪/୧୦: ବୁର୍ଲା ଥାନା ଝରାପାଲି ଗ୍ରାମରେ ପୁଲିସକୁ ଆକ୍ରମଣ । ଦୁର୍ବୁତ୍ତଙ୍କ ଭୁଜାଲି ମାଡରେ କନେଷ୍ଟବଳ ସରୋଜ ଭୋଇଙ୍କ ଦୁଇ ଆଙ୍ଗୁଠି ଛିଣ୍ଡିଲା । ତେବେ ଉକ୍ତ ଦୁବୃର୍ତ୍ତ ଜଣକ ତାର ସ୍ତ୍ରୀ ସହିତ କଳୀ ଝଗଡ଼ା…
Read More...

ସମ୍ବଲପୁର ମଣ୍ଡଳ କାରାଗାରରେ ପୁଲିସର ଚଢ଼ଉ;ବ୍ୟାପକ ନିଶା ସାମଗ୍ରୀ ଜବତ ।

ସମ୍ବଲପୁର,୦୪/୧୦: ସମ୍ବଲପୁର ସ୍ଥିତ ମଣ୍ଡଳ କାରାଗାରରେ ପୁଲିସ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଛି । ୪ ତାରିଖ ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଚଢ଼ଉ ସମୟରେ ବିପୁଳ ମାତ୍ରାରେ ବିଡି, ଖଇନି, ସିଗାରେଟ, ଗୁଟକା, ଭାଙ୍ଗ ଆଦି ସମେତ…
Read More...