ଟାଇକୋଣ୍ଡା ଏକାଡେମୀର ୫ମ ବାର୍ଷିକ ଉତ୍ସବ ଓ କଲର ବେଲ୍ଟ ଟେଷ୍ଟ ।
ଭଞ୍ଜନଗର, ୨୧/୦୪(ପିପିଟି) : ସ୍ଥାନୀୟ ଆର୍.ଏମ୍.ସି. ସଭାକକ୍ଷରେ ଭଞ୍ଜନଗର ଟାଇକୋଣ୍ଡା ଏକାଡ଼େମୀର କଲର ବେଲ୍ଟ ଟେଷ୍ଟ ଓ ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳ ୭ଘଣ୍ଟ ସମୟରେ ଏକାଡ଼େମୀର ସମସ୍ତ ଛାତ୍ରଛାତ୍ରୀ ନଗର…
Read More...
Read More...