ବିଡ଼ିଓ ସୁମନସୁଦ୍ଧା କୁଣ୍ଡୁଙ୍କ ବିରୋଧରେ ଏକାଠି ହେଲେ ଶତାଧିକ ଜନସାଧାରଣ ଏବଂ ଜନପ୍ରତିନିଧି। ବ୍ଲକ ସମ୍ମୁଖରେ…

ବୋଲଗଡ଼,୧୦/୨(ପିପିଟି): ବୋଲଗଡ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ବିଡିଓ ସୁମନ ସୁଧା କୁଣ୍ଡୁ କରିଥିଲେ ଅବହେଳା। ଜନପ୍ରତିନିଧି ଭାବେ ବିଧାୟକଙ୍କୁ ବି କରିଥିଲେ ଅସମ୍ମାନ ଘଟଣାରୁ ପ୍ରକାଶ ଗତ ୭୭ତମ ସାଧାରଣତନ୍ତ୍ର ଦିବସ…
Read More...

ଜନସାଧାରଣଙ୍କ ହକ ପାଇଁ ୧୨ ଫେବୃଆରୀ ଧର୍ମଘଟକୁ ସଫଳ କରନ୍ତୁ :ଟିୟୁସିଆଇ ।

ଆସିକା,୧୦/୦୨(ପିପିଟି):ସାରା ଦେଶରେ ହେଉଥିବା ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ଆସିକା ବ୍ଳକ କମିଟି ଏବଂ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ଆସିକା ସହର ପରିକ୍ରମା କରି ଜନଗଣଙ୍କ…
Read More...

ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ ।

ମାଲକାନଗିରି, ୧୦/୦୨(ପିପିଟି):ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଳନ କରାଯାଇଛି। ଜାତୀୟ କୃମିନାଶକ ଦିବସ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମାଲକାନଗିରି ଠାରେ ଜିଲ୍ଲାପାଳ ସୋମେଶ…
Read More...

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ।

ମାଲକାନଗିରି, ୧୦/୦୨(ପିପିଟି):ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ମାଲକାନଗିରି ବ୍ଲକ୍ ପଡିଆ ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।…
Read More...

ରାଷ୍ଟ୍ରୀୟ ପେନସନ୍ ଯୋଜନାକୁ ନେଇ ଦକ୍ଷତା ବିକାଶ ଏବଂ ସଚେତନତା କାର୍ଯ୍ୟକ୍ରମ ।

ଭୁବନେଶ୍ୱର,୧୦/୦୨(ପିପିଟି):ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଅଧୀନସ୍ଥ କୋଷାଗାର ନିର୍ଦ୍ଦେଶାଳୟର ଭୁବନେଶ୍ୱର ସ୍ଵତନ୍ତ୍ର କୋଷାଗାର ନଂ-୧ ପକ୍ଷରୁ ଅର୍ଥନୀତି ଓ ପରିସଂଖ୍ୟାନ ଭବନର ସଭାଗୃହରେ ଦକ୍ଷତା ବିକାଶ ଏବଂ ସଚେତନତା…
Read More...

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର,୧୦/୦୨(ପିପିଟି):ଆମ୍ବୁଲାନ୍‌ସ ସେବାର ଦକ୍ଷତା ଆଣି କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟାଡିୟମ ଠାରେ ଦ୍ବିତୀୟ ପର୍ଯ୍ୟାୟରେ ୨୫୦ଟି ନୂଆ…
Read More...

ବଡ଼ନଦୀ ଗଣ୍ଡରେ ବୁଡ଼ି ଯୁବକଙ୍କ ମୃତ୍ୟୁ: ଓଡ୍ରାଫ୍ ଟିମ୍ ଦ୍ୱାରା ଶବ ଉଦ୍ଧାର ।

ବେଲଗୁଣ୍ଠା,୧୦/୦୨(ପିପିଟି ):ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଓରିଗଡ଼ ଗ୍ରାମ ନିକଟସ୍ଥ ବଡ଼ନଦୀ ଗଣ୍ଡରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ହେଉଛନ୍ତି ବେଲଗୁଣ୍ଠା ଥାନା ଜିରୋଳି ଗ୍ରାମର ବାବୁଲା…
Read More...

ମାଲକାନଗିରିରେ ସନ୍ତରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

ମାଲକାନଗିରି, ୧୦/୦୨(ପିପିଟି):ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ବଣ୍ଡା ବାକୁଲି ବନ୍ଧ ଠାରେ ସନ୍ତରଣ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ଜିଲ୍ଲାପାଳ…
Read More...

ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ସନ୍ଧ୍ୟା: କନ୍ଧମାଳ ଜିଲ୍ଲା ମହିଳା ସଶକ୍ତି କରଣରେ ଆଗୁଆ ଜିଲ୍ଲା- ଉପ ମୁଖ୍ୟମନ୍ତ୍ରୀ…

ବାଲିଗୁଡ଼ା, ୧୦/୨ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ର ଦଣ୍ଡପଦର ସ୍ଥିତ ଯାତ୍ରା ପଡ଼ିଆ ଠାରେ ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଓଡିଶା…
Read More...

ଭାଗ୍ୟଲତା ମିଶ୍ରଙ୍କ‌ ସ୍ଵର୍ଗାରୋହଣ, ଅଞ୍ଚଳରେ ଶୋକର ଛାୟା।

ପୋଲସରା ,୧୦/୦୨(ପିପିଟି) :ପୋଲସରା ମିଲ୍ସସାହି ବାସିନ୍ଦା ତଥା ବରିଷ୍ଠ ବିଜେପି ସଂଗଠକ ରମେଶ ଚନ୍ଦ୍ର ମିଶ୍ରଙ୍କ ସହଧର୍ମିଣୀ ଭାଗ୍ୟଲତା ମିଶ୍ରଙ୍କ ୫୬ ବର୍ଷ ବୟସରେ ପରଲୋକ ଘଟିଯାଇଛି। ପରିବାର ପକ୍ଷରୁ ମିଳିଥିବା ସୂଚନା…
Read More...