ହାଇୱା ଧକ୍କାରେ ୨ଜଣ ଗୁରୁତର ।

ଭଞ୍ଜନଗର, ୧୫/୦୩(ପିପିଟି ):ବେଲଗୁଣ୍ଠା ଥାନା ମନ୍ଦାର ବ୍ରିଜ ନିକଟରେ ଏକ ହାଇୱା ଧକ୍କାରେ ୨ଜଣ ଗୁରୁତର ହୋଇ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଵଲାଡ଼ି ଗ୍ରାମର ଜଗନ୍ନାଥ…
Read More...

ପୂର୍ବତନ ଶିକ୍ଷକ ତଥା ବିଶିଷ୍ଠ ବ୍ୟବସାୟୀ ଙ୍କ ପରଲୋକ : ବଣିକ ସଂଘ ତରଫରୁ ଦୋକାନ ବଜାର ବନ୍ଦ ।

ବାଲିଗୁଡା, ୧୫/୦୩ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ପୂର୍ବତନ ସହକାରୀ ବିଜ୍ଞାନ ଶିକ୍ଷକ ତ‌ଥା ବିଶିଷ୍ଠ ବ୍ୟବସାୟୀ ରାମକୃଷ୍ଣ ଦାସଙ୍କ ୮୭ ବର୍ଷରେ ଭୁବନେଶ୍ଵର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ…
Read More...

ଦୋକାନରେ ଶୋଇଥିବା ଅବସ୍ଥାରେ ସର୍ଟ-ସର୍କିଟ ହେତୁ ଜିନିଷ ପତ୍ର ସହିତ ଜୀବନ୍ତ ଜଳିଗଲେ ବାପପୁଅ।

ବୋଲଗଡ଼, ୧୫/୩(ପିପିଟି):ବୋଲଗଡ ବ୍ଲକ ଓ ବେଗନିଆଁ ଥାନା ଅନ୍ତର୍ଗତ ସାନପଦର ଗାଁରେ ଅଭାବନୀୟ ଅଘଟଣ ଘଟିଯାଇଛି। ଦୋକାନ ଭିତରେ ଜଳିଗଲେ ବାପାପୁଅ । ବାପା ହେଉଛନ୍ତି ରାଜେଶ କୁମାର ସାହୁ(୫୭) ଏବଂ ପୁଅ ଲଷ୍ମୀଧର ସାହୁ(୨୪)। ଉଭୟ…
Read More...

ଆଇଚର ଗାଡି ସହ ଗଞ୍ଜେଇ ଜବତ ,ଚାଳକ ଓ ଗଞ୍ଜେଇ ମାଫିଆ ଫେରାର ।

ବାଲିଗୁଡା, ୧୪/୦୩ (ପିପିଟି) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଲେତିଙ୍ଗିଆ ଘାଟିରେ ଆଇଚର ଗାଡ଼ିରେ କନ୍ଦିବାନ୍ଦା ଗ୍ରାମର ସାହିଲ ପ୍ରଧାନ ନାମକ ଜୈନକ ଗଂଜେଇ ମାଫିଆ ଚୋରା ଚାଲାଣ କରୁଥିବା…
Read More...

ବେଲଗୁଣ୍ଠା ପୋଲିସର ବଡ଼ ଧରଣର ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ଜବତ ସହ ଦୁଇ ଗିରଫ ।

ବେଲଗୁଣ୍ଠା,୧୪/୦୩(ପିପିଟି):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି।ଆଜି ସକାଳୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନାଊ ରେବତୀ ଶବରଙ୍କ ନେତୃତ୍ୱରେ ପୋଲିସ ଟିମ୍ ବରଗାଁ…
Read More...

ଯାଜପୁର ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ।

ଯାଜପୁର,୧୪/୦୩(ପିପିଟି):ଯାଜପୁର ଜିଲ୍ଲା ଆଇନ ସେଵା ପ୍ରାଧିକରଣ ଆନୁକୂଲ୍ୟରେ ତା ୧୪.୦୩.୨୦୨୬ ରିଖ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମୋଟ. ୭୦୫୬…
Read More...

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ମୃତ , ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ ।

ବାଲିଗୁଡା, ତା, ୧୪/୦୩: (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ପାବୁରିଆରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକ ମୃତ ହୋଇଥିବା ଜଣାପଡିଛି। ତେବେ ସେହିପରି ରାଇକିଆ ବ୍ଲକର…
Read More...

୧ମ ଜାତୀୟ ଲୋକ ଅଦାଲତରେ ୨୪୬ ମାମଲା ନିଷ୍ପତ୍ତି, ୩୪.୭୫ ଲକ୍ଷ ଟଙ୍କା ସମ୍ମତି ।

ଭଞ୍ଜନଗର, ୧୪/୦୩(ପିପିଟି):ଆଜି ଭଞ୍ଜନଗର ସିଭିଲ୍ କୋର୍ଟ ପ୍ରାଙ୍ଗଣରେ ତାଲୁକ ଆଇନ୍ ସେବା କମିଟି, ଭଞ୍ଜନଗରଙ୍କ ପକ୍ଷରୁ ୨୦୨୬ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ…
Read More...

ନ୍ୟାସନାଲ୍ ପ୍ରୋଫେସନାଲ୍ ଷ୍ଟାଣ୍ଡାର୍ଡସ୍ ଫର୍ ଟିଚର୍ସ ଓ ନ୍ୟାସନାଲ୍ ମିଶନ୍ ଫର୍ ମେଣ୍ଟରିଙ୍ଗର ଜାତୀୟ ସମ୍ମିଳନୀ ୨୦୨୬…

ଭୁବନେଶ୍ୱର,୧୩/୦୩(ପିପିଟି): ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ଶୁକ୍ରବାର ଦିନ ଆଇଆଇଟି ଭୁବନେଶ୍ୱରରେ ଆୟୋଜିତ ନ୍ୟାସନାଲ୍…
Read More...

ଭୁବନେଶ୍ୱରରେ ‘ଗ୍ଲୋବାଲ ସମିଟ୍ ଅନ୍ ବ୍ଲୁ ଇକୋନୋମି ୨୦୨୬’ ଉଦଘାଟିତ ।

ଭୁବନେଶ୍ୱର,୧୩/୦୩(ପିପିଟି):ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ‘ଗ୍ଲୋବାଲ ସମିଟ୍ ଅନ୍ ବ୍ଲୁ ଇକୋନୋମି ୨୦୨୬’କୁ ଉଦଘାଟନ କରି ‘ବିକଶିତ ଓଡ଼ିଶା…
Read More...