ମାଲକାନଗିରିରେ ଓଡ଼ିଆ ପକ୍ଷ – ୨୦୨୬ ଅବସରରେ ରକ୍ତଦାନ ଶିବିର ।

ମାଲକାନଗିରି, ୦୮/୦୪(ପିପିଟି):ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଓଡ଼ିଆ ପକ୍ଷ - ୨୦୨୬ ମହାସମାରୋହରେ ପାଳିତ ହେଉଥିବା ବେଳେ, ଏହି ଅବସରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ…
Read More...

ବିପର୍ଯ୍ୟସ୍ତ ଆଇନ ଶୃଖଳାଙ୍କୁ ନେଇ ଏସପିଙ୍କୁ ଭେଟିଲେ ବିଜେଡି ଜିଲ୍ଲା ନେତୃମଣ୍ଡଳୀ ।

ଯାଜପୁର,୦୮/୦୪ (ପିପିଟି): ଯାଜପୁର ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଯାଜପୁର ଗୁଳିକାଣ୍ଡ ଏହି ଆଇନ ଶୃଖଳାର ଭଗ୍ନ ଆଇନ ବ୍ୟବସ୍ଥାର ନଗ୍ନ ଚିତ୍ର ପାଲିଟିଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା…
Read More...

ପାଣ୍ଡେରା ନାଳ ସେତୁ ମରାମତିରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ, ସ୍ଥାନୀୟଙ୍କ ମଧ୍ୟରେ ଅସନ୍ତୋଷ ।

ଯାଜପୁର,୦୮/୦୪(ପିପିଟି):ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କୁହିକା–ବାମ୍ବିଲୋ ରାସ୍ତା ମାଧ୍ୟମରେ ଭୁବନ ବ୍ଲକକୁ ସଂଯୋଗ କରୁଥିବା ବାମ୍ବିଲୋ ସୀମାଦେଇ ଯାଇଥିବା ପାଣ୍ଡେରା ନାଳ ସେତୁର ମରାମତି କାମକୁ ନେଇ ଏବେ…
Read More...

ଅନ୍ଧ ବିଶ୍ୱାସ ଦୂର ପାଇଁ ତାରାସିଂ ପୋଲିସର ସଚେତନତା ।

ଭଞ୍ଜନଗର ୦୮/୦୪(ପିପିଟି):ଆଜିର ବିଜ୍ଞାନ ଯୁଗରେ ଗୁଣିଗାରେଡି, କୁ-ସଂସ୍କାର ଭଳି ଅନ୍ଧ ବିଶ୍ବାସ ରହିଛି।ତେଣୁ ଅନେକ ମୂଲ୍ୟବାନ ଜୀବନ ଯିବା ସହ ପରିବାର ମଧ୍ୟ ଛାରଖାର ହୋଇଯାଉଛି। ଦେହ ଅସୁସ୍ଥ ହେଲେ ଡାକ୍ତରଖାନା ପରିବର୍ତ୍ତେ…
Read More...

ପୋଖରୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ।

ଭଞ୍ଜନଗର, ୦୮/୦୪(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ମୁଜାଗଡ ଗ୍ରାମ ପୋଖରୀରୁ ବୁଧବାର ଜଣେ ବୃଦ୍ଧଙ୍କ ମୃତଦେହ ମିଳିଛି। ମୃତକ ଜଣକ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜି ନୂଆଗାଁର ଅରକ୍ଷିତ ସାହୁ (୭୩) ବୋଲି…
Read More...

କୁମାରକେଳି ସ୍କୁଲରେ ପରିବେଶ ସୁରକ୍ଷା କାର୍ଯକ୍ରମ ।

ସୁବର୍ଣ୍ଣପୁର ,୦୭/୦୪(ପିପିଟି):ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍‌ ଅନ୍ତର୍ଗତ କୁମାରକେଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ପରିବେଶ ସୁରକ୍ଷା କାର୍ଯକ୍ରମ” ଅନୁଷ୍ଠିତ ହୋଇଯାଇଛି। 'ଦୟା ସରାବନି ଯୋଗ ଟ୍ରଷ୍ଟ'…
Read More...

ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ।

ମାଲକାନଗିରି,୦୭/୦୪(ପିପିଟି):ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବା ପାଇଁ ଆଜି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ।

ମାଲକାନଗିରି, ୦୭/୦୪(ପିପିଟି):ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଏପ୍ରିଲ ମାସର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ସମ୍ପନ୍ନ ହୋଇଯାଇଛି।…
Read More...

ବରିଷ୍ଠ ନାଗରିକ ସଂଗଠନ ଆନୁକୂଲ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ।

ସୁବର୍ଣ୍ଣପୁର ,୦୭/୦୪(ପିପିଟି ):ବରିଷ୍ଠ ନାଗରିକ ସଂଗଠନ ବୀରମହାରାଜପୁର ଓ ଖଣ୍ଡହତାର ମିଳିତ ଆନୁକୂଲ୍ୟରେ ସଦର କାର୍ଯ୍ୟାଳୟ ବୀରମହାରାଜପୁର ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ଦୟାନିଧି…
Read More...