ଦନ୍ତାହାତୀ ମୃତ୍ୟୁ ଘଟଣାରେ ଶିକାରୀ ଗିରଫ; ଫସଲ ନଷ୍ଟ ଯୋଗୁଁ ଗୁଳି କରି ହତ୍ୟା ।
ଭଞ୍ଜନଗର, ୦୩/୧୧(ପିପିଟି ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବିରିକୋଟ ନିକଟସ୍ଥ ବଣିଆ ପାଲି ନିକଟ ଜଙ୍ଗଲରେ ଗତ ୧ତାରିଖ ଦିନ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା।ଏହି ଘଟଣାର…
Read More...
Read More...