ଓମଫେଡ ପକ୍ଷରୁ ୫୫ ଗୋଟି ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ପ୍ରଦାନ ।
ଭୁବନେଶ୍ୱର,୨୬/୦୭(ପିପିଟି): ଓମଫେଡ ଦୁଗ୍ଧ ଚାଷୀଙ୍କୁ ସଶକ୍ତ କରିବା ସହ ସେମାନଙ୍କର ହାତ ପାଆନ୍ତାରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବାକୁ ଓମ୍ଫେଡର ଅଭିନବ ପ୍ରୟାସ । ଆର୍ଥିକ କାରବାରକୁ ସ୍ୱଚ୍ଛ, ସହଜ ଓ ସୁଗମ କରିବା ପାଇଁ ଆଜି…
Read More...
Read More...