ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୯୧୪।

ଭୁବନେଶ୍ବର ୦୩/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୯୧୪। ପଜିଟିଭ ସଂଖ୍ୟା ୪,୭୧,୫୩୬ ଚିହ୍ନଟ ହୋଇଛନ୍ତି ୩,୯୭,୫୭୫ ଜଣ ସୁସ୍ଥ ହୋଇଥିବା ବେଳେ ୭୧,୮୩୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୦୭୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୪,୭୩୨ ସୁସ୍ଥ ସଂଖ୍ୟା ୬୧,୮୨୨ ଚିକିତ୍ସିତ ସଂଖ୍ୟା ୧୨,୫୩୫, ମୃତ ସଂଖ୍ୟା ୩୬୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୭,୨୧୦ ସୁସ୍ଥ ସଂଖ୍ୟା ୩୨,୧୯୫ ଚିକିତ୍ସିତ ସଂଖ୍ୟା ୪୮୬୫, ମୃତ ସଂଖ୍ୟା ୧୪୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫,୦୩୮, ସୁସ୍ଥ ସଂଖ୍ୟା ୨୩,୧୫୩ ଚିକିତ୍ସିତ ସଂଖ୍ୟା ୧୬୧୭ ମୃତ ସଂଖ୍ୟା ୨୬୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୦,୬୯୬ ସୁସ୍ଥ ସଂଖ୍ୟା ୨୩,୫୪୪ ଚିକିତ୍ସିତ ସଂଖ୍ୟା ୬୯୫୨ ମୃତ ସଂଖ୍ୟା ୧୯୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Comments (0)
Add Comment