ପୋଲସରା,୦୧/୦୨(ପିପିଟି):ପୋଲସରା ବ୍ଲକ୍ ଅନ୍ତର୍ଗତ ଉସ୍ତାପଡ଼ା, ବନ୍ଥପଲ୍ଲୀ, ଲକ୍ଷ୍ମଣପଲ୍ଲୀ,ସୁନାରୀବୁଗୁଡା ଓ ମହୁଲପଲ୍ଲୀ ଗ୍ରାମ ଠାରେ ବିଜୁ ଜନତା ଦଳର ଘରେ ଘରେ ଶଙ୍ଖ ପରିବାର ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି ।