ଗଞ୍ଜାମ ଜିଲ୍ଲାରେ ମୃତ ସଂଖ୍ୟା ୨୦୦ ଛୁଇଁଲା , ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୨ ।

0 1,285

ବ୍ରହ୍ମପୁର ,ତା-୦୫/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦,୨୨୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୦,୩୩୧, ଚିକିତ୍ସିତ ସଂଖ୍ୟା ୨୯,୨୯୯, ମୃତ ସଂଖ୍ୟା ୫୩୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦୨ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୮,୫୪୪, ସୁସ୍ଥ ସଂଖ୍ୟା ୧୭,୩୭୪,ଚିକିତ୍ସିତ ସଂଖ୍ୟା ୯୬୨ ଏବଂ ମୃତ ସଂଖ୍ୟା ୨୦୦ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୫୪୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୨ ବୋଲି ଜଣାପଡିଛି ।

Leave A Reply

Your email address will not be published.