“ଏକ ପେଡ ମା କେ ନାମ” ୩.୦ କାର୍ଯ୍ୟକ୍ରମ ।

0 35

ମାଲକାନଗିରି,୧୭/୦୯(ପିପିଟି):“ଏକ ପେଡ୍ ମା କେ ନାମ୍” .୩.୦ ଅଭିଯାନ ଅଧୀନରେ ମାଲକାନଗିରିର ପିଏମଶ୍ରୀ ଜବାହର ନାଭୋଦୟ ବିଦ୍ୟାଲୟାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ସାଂସଦ ପ୍ରତିନିଧୀ ସଞ୍ଜୟ ସରକାର,ଏସିଏଫ ପ୍ରିୟଙ୍କା ଆହୁକା,ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀନିବାସ ରାଓ ଏବଂ ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ଏବଂ ବନକର୍ମଚାରୀମାନେ
ଯୋଗଦେଇଥିଲେ।

୨୦୦ ଛାତ୍ର ଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରି ସାମୂହିକ ଭାବେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ବୃକ୍ଷ ରୋପଣ ଦ୍ବାରା ପରିବେଶ ସଂରକ୍ଷଣ, ସବୁଜ ବନାନୀ ସୃଷ୍ଟି ଆଦି ବାର୍ତ୍ତା ପ୍ରଚାର କରାଯାଇଥିଲା।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.