ସ୍ବଦେଶୀ ସଂକଳ୍ପ ଶପଥ ପାଠ ଉତ୍ସବ ।

0 214

କୋଦଳା,୧୬/୧୨(ପିପିଟି):ମଙ୍ଗଳବାର ଦିବା ୧୧ ଘଟିକା ୩୦ ମିନଟ ସମୟରେ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସର କୋଦଳା ଠାରେ ଆତ୍ମନିର୍ଭର ଭାରତ ଉପଲକ୍ଷେ ସ୍ବଦେଶୀ ଜିନିଷ ବ୍ୟବହାର ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ପୌରୋହିତ୍ୟରେ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ନେଇ ଏକ ସ୍ବଦେଶୀ ସଂକଳ୍ପ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମକୁ ପ୍ରଶାସନିକ ଅଧିକାରୀ ଅଧ୍ୟାପିକା ରଂଜୁବାଳା ନନ୍ଦ ପରିଚାଳନା କରିଥିଲେl ଜାତୀୟ ସେବା ଯୋଜନା ସହାୟତାରେ ଏ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.