ଇନଭଟର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକଙ୍କର ମୃତ୍ୟୁ ।

0 190

ଅନୁଗୁଳ,୧୯/୦୯: ଇନଭଟର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସୁଚନା ମୁତାବକ ଅନୁଗୋଳ ଜିଲ୍ଲା ଗୋପାଳପ୍ରଶାଦ ଥାନା ଅନ୍ତର୍ଗତ କଳମଛୁଇଁ ଗ୍ରାମର ବୁଲା ବେହେରାଙ୍କ ପୁଅ କାଳନ୍ଦୀ ବେହେରା (୩୭) ଆଜି ସକାଳ ୮ଟା ସମୟରେ ଘରେ ଥିବା ଇନଭଟର ରେ କାମ କରୁଥିବା ବେଳେ ବିଦ୍ୟୁତ ଝଟକା ମାରିଥିଲା ଯାହା ଫଳରେ କାଳନ୍ଦୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା ଘରଲୋକେ ଏକ କାର ରେ କାଳନ୍ଦୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.