ରାହାଡାରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 186

ବେଗୁନିଆପଡ଼ା,୧୮/୦୯(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ରାହାଡ଼ା ସ୍ଥିତ ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ପରିସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାହାଡ଼ା ଆରୋଗ୍ଯ ମନ୍ଦିରର ଡ଼ାକ୍ଟର ବିଜୟ କୁମାର ସାହୁ,ମନୋଜ କୁମାର ସାହୁ, ପ୍ରକାଶ ଚନ୍ଦ୍ର ଗୌଡ଼,ଶୁଭ୍ରାଂଶୁ ଶେଖର ପଟ୍ଟନାୟକ,ନଳିନୀ ନାୟକ,କାବେରୀ ମଲ୍ଲିକ, ସିମାଞ୍ଚଳ ବାରିକ,ଜୟ ବିଷୋୟୀ,ସନ୍ନ୍ୟାସୀ ଜେନା,ସୁମନ୍ତ ନାହକ,ୱାର୍ଡ଼ ମେମ୍ବର ସୁଦର୍ଶନ ବିଷୋୟୀ ଏବଂ ରାହାଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ,ଛାତ୍ର ଛାତ୍ରୀ ଏବଂ ଆଶା କର୍ମୀ ପ୍ରମୁଖ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.