ପୁଞ୍ଜିନିବେଶ ସଚେତନତା ଶିବିର ଅନୁଷ୍ଠିତ ।

0 64

କୋଦଳା,୧୭/୦୯(ପିପିଟି): ବୁଧବାର ଦିନ କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଏକ ପୁଞ୍ଜିନିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁଞ୍ଜିନିବେଶକ ସାଧନାକର୍ମୀ ଅଧିକାରୀ ରଘୁନନ୍ଦନ ପଟ୍ଟନାୟକ ଅର୍ଥର ସୁରକ୍ଷିତ ବିନିଯୋଗ ପାଇଁ ମାର୍ଗ ନିର୍ଦ୍ଦେଶ କରିଥିଲେ। କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଛାତ୍ର ଛାତ୍ରୀ, ବିଭିନ୍ନ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକା ଏବଂ ଅଣ ଶିକ୍ଷକ କର୍ମଚାରୀ ମାନେ ଯୋଗଦାନ କରିଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.