ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ।

0 354

ବୁଗୁଡା,୦୮/୦୩(ପିପିଟି): ବୁଗୁଡ଼ା ଏନ୍.ଏ.ସି ୱାର୍ଡ଼ ନଂ -୦୨ ବଡ଼ଦାଣ୍ଡ ସାହିର ମୁନା ପ୍ରଧାନ (ବୟସ – ୩୦) ଆକସ୍ମିକ ମୃତ୍ୟୁ ବରଣ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.