ବିଜୁ ଜୟନ୍ତୀ ଓ ମହିଳା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ।

0 169

ପୋଲସରା,୨୮/୦୨(ପିପିଟି): ପୋଲସରା ଏନ୍.ଏ.ସି ବିଜୁ ଜନତା କାର୍ଯ୍ୟାଳୟ ଠାରେ ମାର୍ଚ୍ଚ ୦୫ ରେ ପାଳନ ହେବାକୁ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଓ ମାର୍ଚ୍ଚ ୦୮ ଆନ୍ତର୍ଜାତିକ ମହିଳା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି।ପୋଲସରା ବ୍ଲକ୍ ଓ ଏନ୍.ଏ.ସି ର ଜନ ପ୍ରତିନିଧି ଓ ବିଜୁ ଜନତା ଦଳର ବରିଷ୍ଠ କର୍ମୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.