ପୋଲସରା,୧୪/୧୨(ପିପିଟି):ପୋଲସରା ବ୍ଲକ୍ ମାଳତିବାଡ଼ି ଗ୍ରାମର ମାୟା ଗୌଡ଼ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ସେହିଭଳି ପୋଲସରା ବ୍ଲକ୍ ଭାଟ୍ଟଖାଲି ଗ୍ରାମର ଖଲି ପ୍ରଧାନ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।