ପୂର୍ବତନ ବିଧାୟକ ଗାଁ ଗାଁ ବୁଲି ବୁଝିଲେ ଲୋକଙ୍କ ସମସ୍ଯା ।

0 304

ଯାଜପୁର,୨୫/୧୦ :ବାତ୍ୟା ଦାନା ଅତିକ୍ରମ କରିଛି ଏବେ ପ୍ରବଳ ବର୍ଷା ହେଉଛି ।ଧର୍ମଶାଳା ବିଭିନ୍ନ ଗାଁ ଗାଁ ଦେଖିବାକୁ ମିଳୁଛି ପୂର୍ବତନ ବିଧାୟକ ପ୍ରଣବ କୁମାର ବଲବନ୍ତ ରାୟଙ୍କୁ ନା ଅଛି ହାରିବା ର ଦୁଃଖ ଆଗରୁ ଯେଭଳି ବନ୍ୟା ହେଉ ଅବା ବାତ୍ୟା ସବୁବେଳେ ଲୋକଙ୍କ ସହ ଥିଲେ ଆଜି ବି ସେମିତି। ସାଧାରଣ ଲୋକଙ୍କ ମିଶି ଦୁଃଖ ସୁଖ ବାଣ୍ଟୁଛନ୍ତି ପ୍ରଣବ।

Leave A Reply

Your email address will not be published.