ପୂଜାମଣ୍ଡପ ବୁଲି ଦର୍ଶନ କଲେ ପୂର୍ବତନ ମନ୍ତ୍ରୀ ।

0 287

ବୁଗୁଡା,୧୧/୧୦(ପିପିଟି):ବୁଗୁଡ଼ା ବ୍ଲକ୍ଭ ଗବାନପୁର,ଟଭାପଲ୍ଲୀ ,ବି.କରଡ଼ାବାଡ଼ି, ଗୋଲିଆ,ବାଦୁଆ ଓ ବୁଗୁଡ଼ା ଏନ୍.ଏ.ସି ବସଷ୍ଟାଣ୍ଡ ଓ ଟାୱାର କ୍ଲକ୍ ଛକ ଠାରେ ଜଗତଜନନୀ ମା’ଦୂର୍ଗାଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହେଉଅଛି। ପୋଲସରା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମେଢ଼ ବୁଲି ମା’ ଙ୍କ ଦର୍ଶନ ଲାଭ କରିବା ସହିତ ଆଶିଷ ଲାଭ କରିଛନ୍ତି।

Leave A Reply

Your email address will not be published.