ପୋଲସରା,୦୭/୧୦(ପିପିଟି): ପୋଲସରା ବ୍ଲକ୍ ବିଜେଡ଼ି ସଭାପତି କଳମ୍ବ ଗ୍ରାମର ସୁରେନ୍ଦ୍ରନାଥ ପ୍ରଧାନଙ୍କ ମାତା ସ୍ଵର୍ଗତ ଜମ୍ଭୁ ପ୍ରଧାନଙ୍କ ଦ୍ୱାଦଶାହା କାର୍ଯ୍ୟକ୍ରମରେ ପୋଲସରା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
Recover your password.
A password will be e-mailed to you.