ବହୁ ସମର୍ଥକ ଙ୍କ ଗହଣ ରେ ପ୍ରାର୍ଥୀପତ୍ର ଦାଖଲ କଲେ ସ୍ୱାଧୀନ ପ୍ରାର୍ଥୀ ମନୋଜ କୁମାର ପ୍ରଧାନ।

0 365

ବୋଲଗଡ଼, ୦୬/୦୫(ପିପିଟି): ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବରେ ମନୋଜ କୁମାର ପ୍ରଧାନ ବହୁ କର୍ମୀ ମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲା କାର୍ଯାଳୟ ରେ ପାର୍ଥୀପତ୍ର ଦାଖଲ କରିବାକୁ ଯାଇଥିଲେ। ଏହି ପରିପ୍ରେକ୍ଷୀରେ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଯେଉଁ ନିତି ଅନତି ଚାଲିଛି ତା ବିରୋଧରେ ଲଢ଼େଇ ଯାରି ରହିବା ସହିତ ଶଙ୍ଖ, ପଦ୍ମଫୁଲ, ହାତ ସହିତ କଡା ଲଢେଇ କରିବା ସହିତ ଅଞ୍ଚଳ ରେ ଥିବା ପାନୀୟ ଜଳର ସମସ୍ୟା, ଖାଦ୍ୟ ର ଅନାଟନ, ଶିକ୍ଷାର ଅବ୍ୟବସ୍ଥା,ଯେଉଁ ମାନେ ଦାରିଦ୍ର୍ଯ ସୀମାରେଖା ତଳେ ଅଛନ୍ତି ସେମାନଙ୍କର ସମସ୍ୟା ଦୂରୀକରଣ ପାଇଁ.. ଯଦିଓ ସିଏ ନିର୍ବାଚନ ରେ ଜିତନ୍ତି ତାହାର ସମାଧାନ କରିବେ ବୋଲି ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.