ବିଜୁ ଜୟନ୍ତୀରେ ସାଇକେଲ ଶୋଭାଯାତ୍ରା ଓ ରୋଗୀମାନଙ୍କୁ ଫଳ ବଣ୍ଟନ।

0 346

ବୁଗୁଡା,୦୫/୦୩(ପିପିଟି):ବୁଗୁଡ଼ା ଏନ୍.ଏ.ସି ବସଷ୍ଟାଣ୍ଡ ଠାରେ ଓଡ଼ିଶାର ଭୂମିପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଦିବସ ଉପଲକ୍ଷେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଉପରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସାଇକେଲ ଶୋଭାଯାତ୍ରା ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି ଏବଂ ବୁଗୁଡ଼ା ମେଡ଼ିକାଲ୍ କୁ ଯାଇ ରୋଗୀ ମାନଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରିଛନ୍ତି।

Leave A Reply

Your email address will not be published.