ପୋଲସରା ଠାରେ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ।

0 253

ପୋଲସରା,୦୩/୦୨(ପିପିଟି):ପୋଲସରା ଏନ୍.ଏ.ସି ଅନ୍ତର୍ଗତ ରାମେଶ୍ବର ମନ୍ଦିର ପରିସରରେ ” ଆମ ଓଡ଼ିଶା ନବୀନ ଓଡ଼ିଶା” ସାହରାଞ୍ଚଳ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ସଚେତନତା ଶିବିର କାର୍ଯ୍ୟକ୍ରମରେ ଯୋଗ ଦେବା ସହ ମଧୁବାବୁ ପେନସନ୍ ଯୋଜନା ଆନୁକୁଲ୍ୟରେ ବୃଦ୍ଧ ବୃଦ୍ଧା,ଭିନ୍ନକ୍ଷମ ଓ ବିଧବା ମହିଳା ମାନଙ୍କୁ ଭତ୍ତା ବଣ୍ଟନ କରିଛନ୍ତି। ଏନ୍ଏସି ଅଧ୍ଯକ୍ଷା,ଉପାଧ୍ୟକ୍ଷ ଓ ପୂର୍ବତନ ନଗରପାଳ ଉପସ୍ଥିତ ଥିଲେ।

Leave A Reply

Your email address will not be published.