ସୁସ୍ଥ ଭବିଷ୍ୟତ ପାଇଁ ଆବଶ୍ୟକ ଅଣ୍ଡା।

0 75

ବୋଲଗଡ଼,୧୭/୧୦(ପିପିଟି):ସାଧାରଣତଃ ଖାଦ୍ୟରେ ଅଣ୍ଡା କୁ ସିଝାଇ,ଭାଜି,ତରକାରି ରୁପେ ବ୍ୟବହାର କରିଥାଉ। ଚିକିତ୍ସା ବିଜ୍ଞାନି ମତରେ ତରକାରୀ କିମ୍ବା ଭାଜିକରି ଖାଇବା ଅପେକ୍ଷା ସିଝା ଅଣ୍ଡା ଶରୀର ପାଇଁ ବହୁ ଉପକାରୀ ହୋଇଥାଏ। ଏହା ଏକ ପୃଷ୍ଟିକର ଖାଦ୍ୟ ଅଟେ ଯାହାକି ଖାଇବା ଦ୍ଵାରା ଶରୀର କୁ ପ୍ରଚୁର ପରିମାଣରେ ପ୍ରୋଟିନ ଏବଂ ଶକ୍ତି ପ୍ରଦାନ କରିବା ସହିତ ନିରୋଗ ଓ ସତେଜ ଓ ସବଳ ରଖିଥାଏ। ସେଥିପାଇଁ ଅଣ୍ଡା କିପରି ସମସ୍ତ ଙ୍କ ପାଖରେ ପହଞ୍ଚିପାରିବ ଅଣ୍ଡା ଖାଇବା ଦ୍ୱାରା କଣ ଉପକାର ହୋଇଥାଏ ତାହା ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ବ ଅଣ୍ଡା ଦିବସ ଭାବରେ ପାଳନ କରାଯାଇଥାଏ। ଯାହା କି ୧୯୯୬ ମସିହାରୁ ବିଶ୍ୱରେ ଅକ୍ଟୋବର ମାସର ଦ୍ବିତୀୟ ଶୁକ୍ରବାର ରେ ପାଳନ କରାଯାଏ। ଏହାର ମୁଖ୍ୟ ଆୟୋଜକ ହେଉଛନ୍ତି ଆଇ ସି ଇଣ୍ଟରନେସନାଲ ଏଗ୍ କମିଶନ।ଯାହା କି ଚଳିତ ଅକ୍ଟୋବର ୧୩ ତାରିଖ ରେ ପାଳନ କରାଯାଇଛି।ଯାହା କି ଅଣ୍ଡା ସାଧାରଣ ପୃଷ୍ଟିକର ଅଭାବକୁ ଦୂର କରିବାପାଇଁ ଅଣ୍ଡା ଖାଇବା ନିତ୍ୟାନ୍ତ ଜରୁରୀ ଅଟେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.