ଲାଞ୍ଚ ନେବାବେଳେ ଜିଆରଏସ ଭିଜିଲାନ୍ସ ହାତରେ ଧରାପଡିଲେ।

0 243

କଟକ,୨୨/୦୯ : ଛେଣ୍ଡିପଦା ଜିଆରଏସ୍ ଯଦୁମଣି ମାଝୀ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ଟିମ୍ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନ ଅନ୍ତର୍ଗତ ଘର ବିଲ୍ ପାସ କରିବା ପାଇଁ ଯଦୁମଣି ମାଝୀ ୪ ହଜାର ଲଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଦୁଇଟି ଜାଗାରେ ଚଢ଼ଉ ଜାରି ରହିଛି। କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.