ଗୁରୁ ଦିବସ ପାଳନ।

0 284

ତିର୍ତ୍ତୋଲ,୦୫/୦୯(ପିପିଟି); ଛାତ୍ରର ମାର୍ଗଦର୍ଶକ ସାଜି ଛାତ୍ରକୁ ଭଲ ମଣିଷ ରୂପେ ଗଢିତୋଳିବାରେ ଗୁରୁଙ୍କ ଭୁମିକା ସର୍ବାର୍ଗେ ।ଆଜିର ଦିବସକୁ ଭାରତବାସୀ ଗୁରୁଦିବସ ରୂପେ ପାଳନ କରୁଆସୁଅଛନ୍ତି । ପଟିଲୋ ଗ୍ରାମପଞ୍ଚାୟତସ୍ଥ ନନ୍ଦନ -୧ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଗୁରୁଦିବସ ପାଳନ କରାଯାଇଛି । ଛାତ୍ରଛାତ୍ରୀ ମାନେ ଆଜିର ଦିନରେ ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ଦ୍ଵାରା ସମ୍ମାନିତ ଡ.ସର୍ଵପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ଏହି ଦିବସର ମାହାତ୍ମ୍ୟ ବିଷୟରେ ବକ୍ତବ୍ୟ ରଖିଵା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୂ ପ୍ରଣାମ କରି ଆଶିର୍ବାଦ ଲାଭ କରିଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.