ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୟ ଉତ୍ସବ ପାଳନ।

0 353

ବୋଲଗଡ଼,୨୧/୦୭(ପିପିଟି) ଭାରତ ବର୍ଷର ପ୍ରଥମ ନାଗରିକ ଆଦିବାସୀ ଜନ ଜାତି ର ମହିଳା ଆଜି ରାଷ୍ଟ୍ରପତି।ସ୍ୱାଧୀନତା ୭୫ତମ ବର୍ଷରେ ଓଡ଼ିଆ ଓ ଓଡ଼ିଶା ବାସୀଙ୍କୁ ବଡ଼ ସମ୍ମାନ। ଓଡ଼ିଶାର ସାଢ଼େ ଚାରି କୋଟି ଜନସାଧାରଣଙ୍କ ତରଫରୁ ଧନ୍ୟବାଦ ଜସ୍ବସୀ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କ ଆଜି ବୋଲୋଗଡ଼ ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜେପି କାର୍ଯ୍ୟକର୍ତ୍ତା ମାନେ ଏହାକୁ ମଧ୍ୟ ଧୁମ ଧାମ ରେ ପାଳନ କରିଛନ୍ତି ଏହି କାର୍ଯ୍ୟକ୍ରମଟି ବିଜେପିର ବରିଷ୍ଠ ନେତା ଡ଼ଃ ଯତୀନ ମହାନ୍ତିଙ୍କ ତତ୍ୱବଧାନରେ ହୋଇଥିଲା, ଉକ୍ତ କାର୍ଯ୍ୟକ୍ରମ ରେ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସୌମ୍ୟ ରଞ୍ଜନ ବଳିୟାରସିଂ, ସ୍ନେହାଶିଷ ନାୟକ,ରୁଦ୍ର ନାରାୟଣ ବାହିନୀପତି, ସମୀର ମହାରଥ, ଅଶୋକ ରାଉତ, ଜଙ୍ଗେଶ୍ୱର ସୁନ୍ଦର, ଭଗବାନ ପଣ୍ଡା, ଅଜୟ ମାର୍ଥା ସହ ଅନେକ ଦେବଦୁର୍ଲଭ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.