ସାନଖେମୁଣ୍ଡି,୧୯/୦୬(ପିପିଟି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ପଟିଗୁଡା ପଞ୍ଚାୟତ ସମବାୟ ନିର୍ବାଚନରେ ବିଜୟୀ ୧୫ ଜଣ ମେମ୍ବର ଭାଗ ନେଇଥିବା ବେଳେ ୨ ଜଣ ମେମ୍ବର ନିଦ୍ୱନ୍ଦ୍ୱ ନିର୍ବାଚନରେ ବିଜୟୀ ହୋଇଥିବା ବିଜୟୀ ସରପଞ୍ଚଙ୍କ ଦଳ ୭ ଜଣ ମେମ୍ବର ନିର୍ବାଚନରେ ବିଜୟୀ ହୋଇଛନ୍ତି । ମେମ୍ବର ମାନେ ହେଲେ ୨ ନମ୍ବର ୱାର୍ଡରେ ସିମାଞ୍ଚଳ ନାୟକ ୫ ନମ୍ବର ୱାର୍ଡ ବାସବ ସେଠି ୬ ନମ୍ବର ୱାର୍ଡ ଜାଗିଲି ପାତ୍ର ୮ ନମ୍ବର ୱାର୍ଡ ସଚିତାନନ୍ଦ ଗୌଡ଼ , ୯ ନମ୍ବର ୱାର୍ଡ ଅରକ୍ଷିତ ଗୌଡ଼ , ୧୦ ନମ୍ବର ୱାର୍ଡ ଜୟ ଗୌଡ଼ , ୧୨ ନମ୍ବର ୱାର୍ଡ ପ୍ରମୋଦ କୁମାର ବିଷୋୟୀ ସମସ୍ତ ଠୁ ୧୦ ନମ୍ବର ୱାର୍ଡ ର ମେମ୍ବର ୧୦ ଟି ଭୋଟରେ ବିଜୟୀ ହୋଇ ଜୟ ଗୌଡ଼ ରେକର୍ଡ ଶୁଷ୍ଟି କରିଛନ୍ତି ଯାହାକି ପଟିଗୁଡା ପଞ୍ଚାୟତ ପାଇଁ ପ୍ରଥମ ଥର ରେକର୍ଡ ଶୁଷ୍ଟି କରିଛନ୍ତି ଆଗାମୀ ମଙ୍ଗଳବାର ଦିନ ହେବାକୁ ଥିବା ସଭାପତି ଭୋଟ ଦେଖିବାକୁ ବାକିରହିଲା ।
(ରିପୋର୍ଟ- ଆରତ କୁମାର ହୋତା। )
Next Post