ଡିହଗାଁ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ।

0 300

ରାଜସୁନାଖଳା , ୦୬/୦୬(ପିପିଟି):ରଣପୁର ବ୍ଲକ୍ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଡିହଗାଁ ଗ୍ରାମରେ ସାତଟି ଟି ପରିବାର ର ଚାଳଘର ଓ ଆଜବେଷ୍ଟ ଅଠରଟି ବଖରା ଘର ଅଗ୍ନିକାଣ୍ଡ ରେ ଭସ୍ମୀଭୂତ ଅଗ୍ନି କାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ। ଏହିଅଗ୍ନି କାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ଜଣାପଡିଛି। ଅଗ୍ନିଶମ ବାହିନୀ ତୁରନ୍ତ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିକୁ ଆୟତ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.