ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୭୭ତମ ଶ୍ରାଦ୍ଧ ।

0 261

କଟକ,୧୬/୦୫(ପିପିଟି): କଟକ ସଦର ସିଦ୍ଧେଶ୍ୱରପୁର ସ୍ଥିତ ଗୋପାଳ ସ୍ମୃତି ବିଦ୍ୟାପୀଠରେ ପ୍ରହରାଜ ପ୍ରତିଭା ପୂଜା ପରିଷଦ ତରଫରୁ ପୂର୍ଣ୍ଣ ଚନ୍ଦ୍ର ଭାଷାକୋଷ ପ୍ରଣେତା ରାୟ ବାହାଦୁର ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୭୭ ତମ ଶ୍ରାଦ୍ଧ ଉତ୍ସବ ପରିଷଦର ସଭାପତି ବ୍ୟଙ୍ଗ କବି ପ୍ରତାପ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଆଷାଢ଼ ସାହିତ୍ୟ ସଂସଦର ସଭାପତି କବି ପୀତାମ୍ବର ମହାପାତ୍ର ମୁଖ୍ୟ ଅତିଥି,ପରିଷଦର ସମ୍ପାଦକ ପୀୟୂଷ ରଞ୍ଜନ ପରିଡ଼ା , ସଂଯୋଜକ ତାପସ କୁମାର ରାଉତରାୟ ,ସଙ୍ଗଠକ ଅଶୋକ ପଟ୍ଟନାୟକ,କବି ରମାକାନ୍ତ ନାୟକ ପ୍ରମୁଖ ଯୋଗଦାନ କରି ପ୍ରହରାଜଙ୍କ ସାହିତ୍ୟ କୃତି ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.