ବ୍ରହ୍ମପୁର,୨୨/୦୩(ପିପିଟି): ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳର ମାଗି ସେଠୀ ଓ ବୈକୁଣ୍ଠ ସ୍ବାଇଁ ( ଟୁଲୁ ) , ପିତା – ଉଦୟ ନାଥ ସ୍ବାଇଁଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଅନ୍ୟ ଆଦେଶ ପର୍ଯ୍ୟନ୍ତ ଦଳରୁ ନିଲମ୍ବିତ କରିଛନ୍ତି । ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲା ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଜଣାଇଛନ୍ତି।
(ରିପୋର୍ଟ- ଆରତ କୁମାର ହୋତା। )