ବିଦ୍ଯାଳୟ କୋଠାକୁ ଉଦ୍‌ଘାଟନ କଲେ ବିଧାୟକ।

0 343

ବୁଗୁଡା,୦୩/୦୧(ପିପିଟି):ବୁଗୁଡା ବ୍ଲକ ନଗୁଡୁ ଗ୍ରାମର ନଟବର ନୋଡାଲ ଶିକ୍ଷା ନିକେତନ ନୂତନ କୋଠାକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦ୍‌ଘାଟନ କରିବା ସହ ବିଦ୍ୟାଳୟ ର ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି।

Leave A Reply

Your email address will not be published.