ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୪୨।

0 1,381

ଭୁବନେଶ୍ବର ୧୯/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୪୨। ପଜିଟିଭ ସଂଖ୍ୟା ୧୦,୪୬,୫୫୯ ଚିହ୍ନଟ ହୋଇଛନ୍ତି ୧୦,୩୫,୬୧୩ ଜଣ ସୁସ୍ଥ ହୋଇଥିବା ବେଳେ ୨,୫୦୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୮୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୭,୮୨୯ ସୁସ୍ଥ ସଂଖ୍ୟା ୧,୭୫,୦୪୪ ଚିକିତ୍ସିତ ସଂଖ୍ୟା ୧,୨୦୭, ମୃତ ସଂଖ୍ୟା ୧୫୬୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୦୫୬, ସୁସ୍ଥ ସଂଖ୍ୟା ୯୩,୯୬୭ ଚିକିତ୍ସିତ ସଂଖ୍ୟା ୨୩୦, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୮୬ ସୁସ୍ଥ ସଂଖ୍ୟା ୩୩,୩୮୮ ଚିକିତ୍ସିତ ସଂଖ୍ୟା ୦୯ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୯୮୧ ସୁସ୍ଥ ସଂଖ୍ୟା ୬୧,୩୦୫ ଚିକିତ୍ସିତ ସଂଖ୍ୟା ୮୧, ମୃତ ସଂଖ୍ୟା ୫୯୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.