ଭୁବନେଶ୍ବର ୧୪/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୬୨। ପଜିଟିଭ ସଂଖ୍ୟା ୧୦,୪୫,୪୭୧ ଚିହ୍ନଟ ହୋଇଛନ୍ତି ୧୦,୩୪,୩୦୦ ଜଣ ସୁସ୍ଥ ହୋଇଥିବା ବେଳେ ୨,୭୪୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୭୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୭,୨୮୬ ସୁସ୍ଥ ସଂଖ୍ୟା ୧,୭୪,୪୬୧ ଚିକିତ୍ସିତ ସଂଖ୍ୟା ୧,୨୫୪, ମୃତ ସଂଖ୍ୟା ୧୫୬୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୯୭୬, ସୁସ୍ଥ ସଂଖ୍ୟା ୯୩,୮୬୭ ଚିକିତ୍ସିତ ସଂଖ୍ୟା ୨୫୧, ମୃତ ସଂଖ୍ୟା ୮୫୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୭୭ ସୁସ୍ଥ ସଂଖ୍ୟା ୩୩,୩୭୬ ଚିକିତ୍ସିତ ସଂଖ୍ୟା ୧୩ ମୃତ ସଂଖ୍ୟା ୪୮୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୯୫୨ ସୁସ୍ଥ ସଂଖ୍ୟା ୬୧,୨୬୬ ଚିକିତ୍ସିତ ସଂଖ୍ୟା ୯୨, ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।