ବିଧାୟକଙ୍କ ଦ୍ବାରା ତାକରଡା, ଭଗବାନପୁର ଓ କରସିଙ୍ଗ ପଞ୍ଚାୟତରେ ଭତ୍ତା ବଣ୍ଟନ।

0 264

ବୁଗୁଡା,୧୧/୧୧(ପିପିଟି):ବୁଗୁଡା ବ୍ଲକ ଅନ୍ତର୍ଗତ ତାକରଡ଼ା, ଭଗବାନପୁର ଓ କରସିଙ୍ଗି ତିନି ଗୋଟି ଗ୍ରାମ ପଞ୍ଚାୟତକୁ ଯାଇ ବିଧାୟକ ଶ୍ରୀକାନ୍ତ ସାହୁ ବୃଦ୍ଧ ବୃଦ୍ଧା,ଭିନ୍ନକ୍ଷମ ଓ ବିଧବା ମହିଳା ମାନଙ୍କୁ ଭତ୍ତା ବଣ୍ଟନ କରିବା ସହ ବିଜୁ ଜନତା ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିଛନ୍ତି।

Leave A Reply

Your email address will not be published.