ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୩୩।

0 1,177

ଭୁବନେଶ୍ବର ୨୬/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୩୩। ପଜିଟିଭ ସଂଖ୍ୟା ୧୦,୩୯,୨୬୯ ଚିହ୍ନଟ ହୋଇଛନ୍ତି ୧୦,୨୬,୨୭୭ ଜଣ ସୁସ୍ଥ ହୋଇଥିବା ବେଳେ ୪,୬୨୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୪,୨୬୧ ସୁସ୍ଥ ସଂଖ୍ୟା ୧,୭୦,୪୬୪ ଚିକିତ୍ସିତ ସଂଖ୍ୟା ୨,୨୫୨, ମୃତ ସଂଖ୍ୟା ୧୫୩୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୪୩୦, ସୁସ୍ଥ ସଂଖ୍ୟା ୯୩,୧୨୪ ଚିକିତ୍ସିତ ସଂଖ୍ୟା ୪୫୦, ମୃତ ସଂଖ୍ୟା ୮୫୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୨୯ ସୁସ୍ଥ ସଂଖ୍ୟା ୩୩,୩୨୭ ଚିକିତ୍ସିତ ସଂଖ୍ୟା ୧୭ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୭୯୭ ସୁସ୍ଥ ସଂଖ୍ୟା ୬୧,୦୯୯ ଚିକିତ୍ସିତ ସଂଖ୍ୟା ୧୦୪ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.