ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୫୯।

0 771

ଭୁବନେଶ୍ବର ୨୦/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୫୯। ପଜିଟିଭ ସଂଖ୍ୟା ୧୦,୩୬,୫୩୨ ଚିହ୍ନଟ ହୋଇଛନ୍ତି ୧୦,୨୩,୩୯୮ ଜଣ ସୁସ୍ଥ ହୋଇଥିବା ବେଳେ ୪,୭୮୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୯୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୨,୯୬୧ ସୁସ୍ଥ ସଂଖ୍ୟା ୧,୬୮,୯୮୮ ଚିକିତ୍ସିତ ସଂଖ୍ୟା ୨,୪୩୪, ମୃତ ସଂଖ୍ୟା ୧୫୨୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୧୫୩, ସୁସ୍ଥ ସଂଖ୍ୟା ୯୨,୮୪୭ ଚିକିତ୍ସିତ ସଂଖ୍ୟା ୪୫୧, ମୃତ ସଂଖ୍ୟା ୮୫୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୨୨ ସୁସ୍ଥ ସଂଖ୍ୟା ୩୩,୩୦୭ ଚିକିତ୍ସିତ ସଂଖ୍ୟା ୩୦ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୭୩୬ ସୁସ୍ଥ ସଂଖ୍ୟା ୬୧,୦୫୧ ଚିକିତ୍ସିତ ସଂଖ୍ୟା ୯୨ ,ମୃତ ସଂଖ୍ୟା ୫୮୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.