ଭୁବନେଶ୍ବର ୦୫/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୫୩। ପଜିଟିଭ ସଂଖ୍ୟା ୧୦,୨୮,୮୧୯ ଚିହ୍ନଟ ହୋଇଛନ୍ତି ୧୦,୧୫,୬୦୮ ଜଣ ସୁସ୍ଥ ହୋଇଥିବା ବେଳେ ୪,୯୩୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୨୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୯,୧୩୮ ସୁସ୍ଥ ସଂଖ୍ୟା ୧,୬୫,୪୪୭ ଚିକିତ୍ସିତ ସଂଖ୍ୟା ୨,୧୪୨, ମୃତ ସଂଖ୍ୟା ୧୫୦୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୩,୩୫୧, ସୁସ୍ଥ ସଂଖ୍ୟା ୯୧,୯୧୯ ଚିକିତ୍ସିତ ସଂଖ୍ୟା ୫୯୦, ମୃତ ସଂଖ୍ୟା ୮୩୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୬୮ ସୁସ୍ଥ ସଂଖ୍ୟା ୩୩,୨୫୬ ଚିକିତ୍ସିତ ସଂଖ୍ୟା ୨୭ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୫୮୮ ସୁସ୍ଥ ସଂଖ୍ୟା ୬୦,୯୨୮ ଚିକିତ୍ସିତ ସଂଖ୍ୟା ୭୫ ,ମୃତ ସଂଖ୍ୟା ୫୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।