ଭୁବନେଶ୍ବର ୧୪/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୦୭୪ । ପଜିଟିଭ ସଂଖ୍ୟା ୯,୪୫,୭୪୯ ଚିହ୍ନଟ ହୋଇଛନ୍ତି ୯,୧୮,୦୪୧ ଜଣ ସୁସ୍ଥ ହୋଇଥିବା ବେଳେ ୨୨,୮୬୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୭୯୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୨,୦୯୧ ସୁସ୍ଥ ସଂଖ୍ୟା ୧,୩୬,୪୯୧ ଚିକିତ୍ସିତ ସଂଖ୍ୟା ୪,୭୮୪, ମୃତ ସଂଖ୍ୟା ୮୦୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୨,୧୮୪ ସୁସ୍ଥ ସଂଖ୍ୟା ୭୮,୫୮୧ ଚିକିତ୍ସିତ ସଂଖ୍ୟା ୩,୨୮୯, ମୃତ ସଂଖ୍ୟା ୩୧୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୨୫୬ ସୁସ୍ଥ ସଂଖ୍ୟା ୩୨,୭୬୦ ଚିକିତ୍ସିତ ସଂଖ୍ୟା ୯୫, ମୃତ ସଂଖ୍ୟା ୩୯୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୦୦୪ ସୁସ୍ଥ ସଂଖ୍ୟା ୫୮,୯୪୪ ଚିକିତ୍ସିତ ସଂଖ୍ୟା ୬୪୬ ,ମୃତ ସଂଖ୍ୟା ୪୧୦,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୧୯୬ ସୁସ୍ଥ ସଂଖ୍ୟା ୧୦,୮୨୭ ଚିକିତ୍ସିତ ସଂଖ୍ୟା ୩୨୬ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।