ଭୁବନେଶ୍ବର ୨୯/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୬୪୦ । ପଜିଟିଭ ସଂଖ୍ୟା ୯,୦୬,୪୨୯ ଚିହ୍ନଟ ହୋଇଛନ୍ତି ୮,୭୦,୭୮୭ ଜଣ ସୁସ୍ଥ ହୋଇଥିବା ବେଳେ ୩୨,୬୧୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୯୭୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୫,୦୨୯ ସୁସ୍ଥ ସଂଖ୍ୟା ୧,୨୯,୧୪୦ ଚିକିତ୍ସିତ ସଂଖ୍ୟା ୫,୨୩୯, ମୃତ ସଂଖ୍ୟା ୬୪୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୬,୧୮୪ ସୁସ୍ଥ ସଂଖ୍ୟା ୭୧,୯୭୯ ଚିକିତ୍ସିତ ସଂଖ୍ୟା ୩୯୨୧, ମୃତ ସଂଖ୍ୟା ୨୮୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୦୨୫ ସୁସ୍ଥ ସଂଖ୍ୟା ୩୨,୫୪୫ ଚିକିତ୍ସିତ ସଂଖ୍ୟା ୧୩୯ , ମୃତ ସଂଖ୍ୟା ୩୩୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୦୧୭ ସୁସ୍ଥ ସଂଖ୍ୟା ୫୮,୦୫୩ ଚିକିତ୍ସିତ ସଂଖ୍ୟା ୬୧୧ ,ମୃତ ସଂଖ୍ୟା ୩୪୯ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୪୭୦ ସୁସ୍ଥ ସଂଖ୍ୟା ୯,୮୫୨ ଚିକିତ୍ସିତ ସଂଖ୍ୟା ୫୭୫ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।