ବଡମହୁରୀ ଠାରେ ଯୁବ ଗୋଷ୍ଠୀଙ୍କ ଦ୍ବାରା ମାସ୍କ ବଣ୍ଟନ।

0 435

କବିସୂର୍ଯ୍ଯ ନଗର,୨୮/୦୬(ପିପିଟି); କରୋନା ମହାମାରୀ ସମୟରେ ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳ ତରଫରୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି। କବିସୂର୍ଯ୍ଯ ନଗର ବ୍ଲକ ଅନ୍ତର୍ଗତ ବଡମହୁରୀ ଠାରେ ଯୁବ ଗୋଷ୍ଠୀଙ୍କ ଦ୍ବାର ମାସ୍କ ବଣ୍ଟନ ଓ ସଚେତନ କାର୍ଯ୍ୟକ୍ରମ କରାଯାଇଛି। ଏହି ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ କୁନା ପାଇକରାୟ, ଟି.ପ୍ରଭାକର ପ୍ରଧାନ, ନୀଳାଞ୍ଚଳ ଗୌଡ, ପ୍ରଭାକର ରାଉତ,ନାରାୟଣ ରାଉତ,ଚିରଞ୍ଜିବି ରାଉତ, ସଞ୍ଜୟ ବେହେରା,ରାମଚନ୍ଦ୍ର ରାଉତ, ବିଜୟ ବେହେରା, ତୋଫାନ ରାଉତ,କଂଗ୍ରେସ ରାଉତ, ନରସିଂହ ଗୌଡ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Leave A Reply

Your email address will not be published.