କଏମା ବ୍ରିଜ ଫାଟିବା ଘଟଣା ଅନୁଧ୍ୟାନ କଲେ ଅଧିକ୍ଷଣ ଯନ୍ତ୍ରୀ ।

0 267

ଯାଜପୁର,୧୬/୦୬(ପିପିଟି) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କେଳୁଅ ନଦୀ ଉପରେ ନିର୍ମିତ କଏମା ବ୍ରିଜ ଫାଟିବା ଘଟଣା ଖବର ପାଇଁ ପୂର୍ତ୍ତବିଭାଗ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ତାରାପ୍ରସାଦ ମିଶ୍ର ପହଁଚି ବ୍ରିଜ ଫାଟିବା ସ୍ଥଳ ଅନୁଧ୍ୟାନ କରିଛନ୍ତି । ଉପସ୍ଥିତ ଅଛନ୍ତି ନିର୍ବାହୀ ଯନ୍ତ୍ରୀ ଅରୁଣ ପଟ୍ଟନାୟକ ଓ ଏସ୍ଡ଼ିଓ ନରେନ ଜେନା ।

Leave A Reply

Your email address will not be published.