ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୩୩୯।

0 1,237

ଭୁବନେଶ୍ବର ୧୪/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୩୩୯। ପଜିଟିଭ ସଂଖ୍ୟା ୮,୫୬,୧୨୧ ଚିହ୍ନଟ ହୋଇଛନ୍ତି ୭,୯୬,୭୯୯ ଜଣ ସୁସ୍ଥ ହୋଇଥିବା ବେଳେ ୫୫,୯୨୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୩୪୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୨୭,୪୧୮ ସୁସ୍ଥ ସଂଖ୍ୟା ୧,୧୮,୬୩୩ ଚିକିତ୍ସିତ ସଂଖ୍ୟା ୮,୨୩୬, ମୃତ ସଂଖ୍ୟା ୫୩୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୦,୨୦୦ ସୁସ୍ଥ ସଂଖ୍ୟା ୬୪,୭୩୮ ଚିକିତ୍ସିତ ସଂଖ୍ୟା ୫୨୪୫, ମୃତ ସଂଖ୍ୟା ୨୧୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୬୭୮ ସୁସ୍ଥ ସଂଖ୍ୟା ୩୧,୯୮୬ ଚିକିତ୍ସିତ ସଂଖ୍ୟା ୩୯୪ , ମୃତ ସଂଖ୍ୟା ୩୦୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୭,୯୯୩ ସୁସ୍ଥ ସଂଖ୍ୟା ୫୫,୬୦୮ ଚିକିତ୍ସିତ ସଂଖ୍ୟା ୨୦୭୧ ,ମୃତ ସଂଖ୍ୟା ୩୦୭ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୫୦୯ ସୁସ୍ଥ ସଂଖ୍ୟା ୮,୭୨୬ ଚିକିତ୍ସିତ ସଂଖ୍ୟା ୮୪୬ ,ମୃତ ସଂଖ୍ୟା ୩୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.