ଭୁବନେଶ୍ବର ୧୨/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୮୫୨। ପଜିଟିଭ ସଂଖ୍ୟା ୮,୪୭,୩୧୩ ଚିହ୍ନଟ ହୋଇଛନ୍ତି ୭,୮୧,୪୮୮ ଜଣ ସୁସ୍ଥ ହୋଇଥିବା ବେଳେ ୬୨,୫୧୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୨୫୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୨୬,୧୦୬ ସୁସ୍ଥ ସଂଖ୍ୟା ୧,୧୬,୩୦୮ ଚିକିତ୍ସିତ ସଂଖ୍ୟା ୯,୨୬୦, ମୃତ ସଂଖ୍ୟା ୫୨୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୯,୩୦୭ ସୁସ୍ଥ ସଂଖ୍ୟା ୬୩,୧୯୬ ଚିକିତ୍ସିତ ସଂଖ୍ୟା ୫୯୦୧, ମୃତ ସଂଖ୍ୟା ୨୦୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୬୦୬ ସୁସ୍ଥ ସଂଖ୍ୟା ୩୧,୭୭୯ ଚିକିତ୍ସିତ ସଂଖ୍ୟା ୫୨୦ , ମୃତ ସଂଖ୍ୟା ୨୯୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୭,୭୧୨ ସୁସ୍ଥ ସଂଖ୍ୟା ୫୫,୦୦୮ ଚିକିତ୍ସିତ ସଂଖ୍ୟା ୨୩୯୬ ,ମୃତ ସଂଖ୍ୟା ୩୦୪ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୩୮୪ ସୁସ୍ଥ ସଂଖ୍ୟା ୮,୫୦୭ ଚିକିତ୍ସିତ ସଂଖ୍ୟା ୮୪୦ ,ମୃତ ସଂଖ୍ୟା ୩୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।