ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୦୧୯।

0 1,292

ଭୁବନେଶ୍ବର ୦୯/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୦୧୯। ପଜିଟିଭ ସଂଖ୍ୟା ୮,୩୧,୧୨୯ ଚିହ୍ନଟ ହୋଇଛନ୍ତି ୭,୫୬,୬୪୧ ଜଣ ସୁସ୍ଥ ହୋଇଥିବା ବେଳେ ୭୧,୩୧୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୧୨୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୨୩,୭୧୪ ସୁସ୍ଥ ସଂଖ୍ୟା ୧,୧୨,୯୬୧ ଚିକିତ୍ସିତ ସଂଖ୍ୟା ୧୦,୨୩୧, ମୃତ ସଂଖ୍ୟା ୫୧୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୭,୫୯୮ ସୁସ୍ଥ ସଂଖ୍ୟା ୬୦,୮୩୩ ଚିକିତ୍ସିତ ସଂଖ୍ୟା ୬୫୬୮, ମୃତ ସଂଖ୍ୟା ୧୯୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୪୪୪ ସୁସ୍ଥ ସଂଖ୍ୟା ୩୧,୪୨୧ ଚିକିତ୍ସିତ ସଂଖ୍ୟା ୭୨୧, ମୃତ ସଂଖ୍ୟା ୨୯୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୭,୦୯୬ ସୁସ୍ଥ ସଂଖ୍ୟା ୫୩,୮୩୦ ଚିକିତ୍ସିତ ସଂଖ୍ୟା ୨୯୬୬ ,ମୃତ ସଂଖ୍ୟା ୨୯୬ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୧୫୩ ସୁସ୍ଥ ସଂଖ୍ୟା ୮,୨୦୧ ଚିକିତ୍ସିତ ସଂଖ୍ୟା ୯୧୫ ,ମୃତ ସଂଖ୍ୟା ୩୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.