ପୋଲସରା,୦୮/୦୬(ପିପିଟି);ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଓ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ପହଞ୍ଚି ଲୋକମାନଙ୍କୁ କରୋନା ର ଭୟାଭୟ ଉପରେ ସଚେତନତା କରାଇବା ସହ ମାସ୍କ ବଣ୍ଟନ କରିଛନ୍ତି ଏବଂ ବାହାଘର ଭୋଜି ବନ୍ଦ,ସାମାଜିକ ଦୂରତ୍ୱ ଓ ଠିକ ଭାବେ ମାସ୍କ ପିନ୍ଧିବା ପାଈଁ ଲୋକମାନଙ୍କୁ ପରାମର୍ଷ ଦେଇଛନ୍ତି। ପୋଲସରା ବିଡିଓ, ତହସିଲଦାର,ସିଡିପିଓ ଓ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।