ଭୁବନେଶ୍ବର ୨୫/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୯୩୯। ପଜିଟିଭ ସଂଖ୍ୟା ୭,୧୪,୩୮୦ ଚିହ୍ନଟ ହୋଇଛନ୍ତି ୬,୦୧,୨୨୪ ଜଣ ସୁସ୍ଥ ହୋଇଥିବା ବେଳେ ୧,୧୦,୫୫୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୫୪୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୦୭,୯୧୬ ସୁସ୍ଥ ସଂଖ୍ୟା ୯୨,୬୩୦ ଚିକିତ୍ସିତ ସଂଖ୍ୟା ୧୪,୮୨୮, ମୃତ ସଂଖ୍ୟା ୪୪୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୭,୦୬୧ ସୁସ୍ଥ ସଂଖ୍ୟା ୪୭,୧୮୨ ଚିକିତ୍ସିତ ସଂଖ୍ୟା ୯୭୨୧, ମୃତ ସଂଖ୍ୟା ୧୫୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୦,୫୮୪, ସୁସ୍ଥ ସଂଖ୍ୟା ୨୮,୪୦୭ ଚିକିତ୍ସିତ ସଂଖ୍ୟା ୨୮୯୦, ମୃତ ସଂଖ୍ୟା ୨୭୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୭୫୪ ସୁସ୍ଥ ସଂଖ୍ୟା ୪୪,୦୧୪ ଚିକିତ୍ସିତ ସଂଖ୍ୟା ୭୪୮୮ ,ମୃତ ସଂଖ୍ୟା ୨୪୮ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭,୬୦୩ ସୁସ୍ଥ ସଂଖ୍ୟା ୬,୬୬୪ ଚିକିତ୍ସିତ ସଂଖ୍ୟା ୯୦୭ ,ମୃତ ସଂଖ୍ୟା ୨୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।